The Ultimate Managed Hosting Platform
ADVERTISEMENT

୫ ଦିନରେ ଆଶାକର୍ମୀଙ୍କ ଆନ୍ଦୋଳନ, ଦାବି ପୂରଣ ନ କଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ

Facebook
Twitter
LinkedIn

ଭୁବନେଶ୍ୱର : ଲୋୟର ପିଏମଜିରେ ଜାରି ରହିଛି ଆଶାକର୍ମୀଙ୍କ ଆନ୍ଦୋଳନ। ୧୮ ଦଫା ଦାବିରେ ଗଣଧାରଣା ଦେଇଛନ୍ତି ଶହଶହ ଆଶାକର୍ମୀ। ଥଣ୍ଡା କାକରରେ ରାତି କାଟୁଛନ୍ତି। ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ୨୬ ହଜାର ଟଙ୍କା ଦରମା, ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ମାସିକ ୧୦ ହଜାର ଟଙ୍କା ପେନସନ, ଇପିଏଫ, ଇଏସଆଇ ସହ ଗ୍ରାଚୁଇଟି ଲାଗୁ ଓ ପ୍ରସବ କାଳୀନ ସବୈତନିକ ଛୁଟି ପାଇଁ ଆଶା କର୍ମୀ ଦାବି କରିଛନ୍ତି । ଡବଲ ଇଂଜିନ ସରକାର ତୁରନ୍ତ ଦାବି ପୂରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆଶାକର୍ମୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login