The Ultimate Managed Hosting Platform
ADVERTISEMENT

୫ମ ଦିନରେ ବି ଚାଲିପାରିଲାନି ଗୃହ; ଅପରାହ୍ଣ ୪ଟା ଯାଏ ରହିଲା ମୁଲତବି

Facebook
Twitter
LinkedIn

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେସନ ଆଜି ୫ମ ଦିନରେ ପହଞ୍ଚିଥିବା ବେଳେ, ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଆଜି ମଧ୍ୟ ଚାଲିପାରିଲାନି ଗୃହ । ବିରୋଧୀଙ୍କ ଏପରି କୋଳାହାଳ ପାଇଁ ଅପରାହ୍ର ୪ଟା ଯାଏ ଗୃହକୁ ମୁଲତବି ରଖିହଲେ ବାଚସ୍ପତି ।

ତେବେ ଗୃହରେ ଶାସକ ଦଳର ସଦସ୍ୟମାନେ ଜୟୀ ରାଜଗୁରୁଙ୍କ ମୁୂଖା ପିନ୍ଧି ପ୍ରତିବାଦ କରିଥିଲେ । ପାଇକ ବିଦ୍ରୋହଗକୁ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ମାନ୍ୟତା ଓ ପାଇକ ମାନଙ୍କୁ କଳାକାର ମାନ୍ୟତା ନମିଳିବରୁ ଏପରି ପ୍ରତିବାଦ କରିଛି ବିଜେଡି । ଏନେଇ କେନ୍ଦ୍ରର ସରକାରଙ୍କ ଅବହେଳାକୁ ପ୍ରତିବାଦ କରି ବିଜେଡି ପକ୍ଷରୁ ହୋହଲ୍ଲା ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login