The Ultimate Managed Hosting Platform
ADVERTISEMENT

୪ ଡିଗ୍ରୀରେ ଥରୁଛି ଜି. ଉଦୟଗିରି

Facebook
Twitter
LinkedIn

ଭୁବନେଶ୍ୱର : ଜି.ଉଦୟଗିରି ୪ ଡିଗ୍ରୀକୁ ଖସିଲା ପାରଦ । ଜି.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ । ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ । ଓଡ଼ିଶାରେ ବଢ଼ୁଛି ଶୀତ ପ୍ରକୋପ। ଆଜି ଭୁବନେଶ୍ବରରେ ୧୨ ଡିଗ୍ରୀ ଛୁଇଁଲା ପାରଦ । ଗତ ୨୪ ଘଣ୍ଟାରେ ଜି.ଉଦୟଗିଗିରରେ ତାପମାତ୍ରା ୪ ଡିଗ୍ରୀ ଛୁଇଁଥିବା ବେଳେ ମୟୁରଭଞ୍ଜର ବାରାକାମୁଡାରେ ଶୂନ ଡିଗ୍ରୀ ଛୁଇଁଛି । ରାଜ୍ୟରେ ବିଭିନ୍ନ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି ତ ଆଉ କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛନ୍ତି।
ଶୀତସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଗାତାର ୧୦ ଡିଗ୍ରୀ ତଳେ ରହୁଛି ପାରଦ । କିଛି ସ୍ଥାନରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି । ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ଲଗାତାର ହ୍ରାସ ପାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...

Login