The Ultimate Managed Hosting Platform
ADVERTISEMENT

୪ଟି ମଇଁଷି ମାରି ଖାଇଲା ବାଘ

Facebook
Twitter
LinkedIn

କେନ୍ଦୁଝର : ଜଙ୍ଗଲରେ ୪ଟି ମଇଁଷି ମାରି ଖାଇଲା ବାଘ । ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷି ମାରି ଖାଇଲା । ମଇଁଷି ମାରି ଖାଇଥିବା ସୂଚନା ଦେଲେ ଘଟଗାଁ ରେଂଜର । ଗୋଟିଏ ନା ଅଧିକ ବାଘ ୪ଟି ମଇଁଷି ମାରିଛନ୍ତି ସ୍ପଷ୍ଟ ହୋଇନି କହିଲେ । ଖବର ପାଇ ଘଟଣା ସ୍ଥଳରେ ପହଂଚିଲା ବନ ବିଭାଗ ।

ଆଜି ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪୦ରୁ ୫୦ କିମି ବେଗରେ ବହିବ ପବନ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login