ଭୁବନେଶ୍ୱର : ଗୃହରେ ପୁଣି ହଙ୍ଗାମା , ହଟ୍ଟଗୋଳ । ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ଏମଏସପି ପ୍ରସଙ୍ଗ ଉଠାଇ ଶାସକ ଦଳ ସଦସ୍ୟଙ୍କ ପାଟିତୁଣ୍ଡ । କଂଗ୍ରେସ ବିଜେଡି ମିଶି ଇସୁ ଡାଇଲୁଟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଗୃହ କାର୍ଯ୍ୟ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ପ୍ରଶ୍ନକୁ ରିଜେକ୍ଟ କରି ଦିଆଯାଉଛି କହି ବିଜେପିର ହଟ୍ଟଗୋଳ ।
Views: 95











