The Ultimate Managed Hosting Platform
ADVERTISEMENT

୩ ଗାଡିକୁ ଧକ୍କା ଦେଲା ହାଇୱା

Facebook
Twitter
LinkedIn

ନରସିଂହପୁର : ୩ ଗାଡିକୁ ଧକ୍କା ଦେଲା । ଘରେ ପଶିଗଲା ହାଇୱା । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ତେଲିସାହି ନିକଟରେ ସିରିଜ୍ ଦୁର୍ଘଟଣା । ଭୋରୁ ଏକ ହାଇୱା ବାଲି ଓଭରଲୋଡିଂ କରି ଯାଉଥିଲା । ରାସ୍ତାରେ ବାଇକ, ଅଟୋ ଓ ଏକ ମିନି ଗାଡିକୁ ଧକ୍କା ଦେଇ ଏକ ଘରେ ପଶିଗଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଚମ୍ପଟ ମାରିଛି । ବଡମ୍ବା ପୋଲିସ ବାଲି ବୋଝେଇ ଟ୍ରକ ଜବତ କରିବା ସହ କାଗଜପତ୍ର ଯାଞ୍ଚ କରୁଛି । ଭୟଙ୍କର ଦୁର୍ଘଟଣାରେ ଗାଡି ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଭାଗ୍ୟବଶତଃ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login