The Ultimate Managed Hosting Platform
ADVERTISEMENT

୨ ହାର୍ଡକୋର ମାଓବାଦୀ ନିହତ

Facebook
Twitter
LinkedIn

ମାଲକାନଗିରି : ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ । ସୀମାନ୍ତ ଛତିଶଗଡ ବିଜାପୁର ପୋଲିସକୁ ବଡ ସଫଳତା । ଦନ୍ତେୱାଡା-ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ଏନକାଉଣ୍ଟର । ଏବେବି ଜାରି ରହିଛି ଗୁଳି ବିନିମୟ , ଆହୁରି ମୃତାହତ ଆଶଙ୍କା । ୪୦୦ ଯବାନ ଏଥିରେ ସାମିଲ ହୋଇଛନ୍ତି । ତେବେ ଇନ୍ଦ୍ରାବତୀ ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ୯ଟାରୁ ସୁରକ୍ଷା କର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏଯାଏଁ ଜାରି ରହିଛି । ତେବେ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଭାରତକୁ ମାଓ ମୁକ୍ତ କରିବାକୁ ସରକାର ଯୋଜନା ରଖିଥିବା ବେଳେ ସେ ଦିଗରେ ସଫଳତା ପାଇ ଚାଲିଛନ୍ତି ଯବାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login