The Ultimate Managed Hosting Platform
ADVERTISEMENT

୨ ଶିକ୍ଷକଙ୍କ ଗଳା କାଟିଦେଲେ ମାଓବାଦୀ !

Facebook
Twitter
LinkedIn

ବିଜାପୁର : ଛତିଶଗଡ ବିଜାପୁର ଜିଲ୍ଲା ୨ଟି ଭିନ୍ନ ଗାଁରେ ନୃଶଂସ ହତ୍ୟାକାଣ୍ଡ । ପୋଲିସ ଇନଫର୍ମର ସନେ୍ଦହରେ ହତ୍ୟା ନେଇ ପୋଷ୍ଟର ଛାଡିଲେ । ସୂଚନା ଅନୁଯାୟୀ, ପିଲୁର ଗାଁ ଜଙ୍ଗଲରେ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି। ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା କରାଯାଇଛି। ତେବେ ପୁଲିସ ପକ୍ଷରୁ ଏନେଇ ଯାଏଁ କୌଣସି ସୂଚନା ମିଳି ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login