କେନ୍ଦ୍ରାପଡା : ଟ୍ରକ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ପାରାଦୀପ-ଚଣ୍ଡିଖୋଲ ଯଦୁପୁର ନିକଟରେ ଦୁର୍ଘଟଣା । ବାଇକରେ ଦୁଇ ସମ୍ପର୍କୀୟ ଭାଇ ଯାଉଥିବା ବେଳେ ଚାପିଦେଲା ଟ୍ରକ । ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି । ଘଟଣା ସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ଗୁରୁତର । ଦୁର୍ଘଟଣା ପରେ ଟ୍ରକଟି ଫେରାର ଥିବା ବେଳେ ମାର୍ଶାଘାଇ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।
Views: 84