ମୁନିଗୁଡା : ୨ ବାଇକ ମୁହାଁମୁହିଁ ଧକ୍କା । ଫଳରେ ୨ ବାଇକ ଆରୋହୀଙ୍କ ଜୀବନ ଯାଇଛି । ମୁନିଗୁଡା-ବିଷମକଟକ ରାସ୍ତା ବୁରୁଜୁଗୁଡା ନିକଟରେ ଦୁର୍ଘଟଣା ଘଟିଛି । ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ହୋଇଥିବା ବେଳେ ଅନ୍ୟଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି ।
Views: 45











