କେନ୍ଦୁଝର : ୫ଟି ସଚିବ ଭି, କେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି । ଆଜି ପାଟଣା ବିଧାୟକ ତଥା ଯୋଜନା ବୋର୍ଡ଼ ଅଧକ୍ଷ ଜଗନ୍ନାଥ ନାୟକଙ୍କ ତତ୍ୱାବଧାନରେ ପାଟଣାର ପ୍ରମୁଖ ପର୍ୟଟନ ସ୍ଥଳି ଭୀମକୁଣ୍ଡ ଠାରେ ପରିଦର୍ଶନର କାର୍ୟ୍ୟକ୍ରମ ରହିଥିଲା । ସକାଳ ନଅଟା ବେଳେ ପାଟଣା ତଣ୍ଡ ଠାରେ ହେଲିକେପଟରରେ ଅବତରଣ କରି ଥିଲେ । ସେଠାରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକୁରେ, ନୂତନ ଭାବେ ଯୋଗ ଦେଇଥିବା ଏସପି ନିତିନ କୁଶଲକର, ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁ, ସାହାରପଡା ବିଡିଓ ବିଜୟ କୁମାର ନାୟକଙ୍କ ସମେତ ବହୁ ପ୍ରଶାସନ ଅଧିକାରୀ ୫ଟି ସଚିବଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିଥିଲେ । ଏହାପରେ ସଚିବ ଭୀମକୁଣ୍ଡ ଯାଇ ସେଠାକାର ଉର୍ଣ୍ଣୟନ କାର୍ୟକ୍ରମର ସମୀକ୍ଷା କରିଥିଲେ । ଭୀମକୁଣ୍ଡ କାର୍ୟ୍ୟକ୍ରମ ସାରି ଚମ୍ପୁଆ ଅଭିମୁଖେ ଗସ୍ତ କରିଛନ୍ତି । ଚମ୍ପୁଆ ନଗର ଖେଳ ପଡିଆ ଠାରେ ଅବତରଣ କରି ଡିଙ୍ଗର ଫର୍ମ ଟ୍ୟାପ ପ୍ରୋଜେକ୍ଟର ଜଳ ବିଶୋଧାନଗାର ପ୍ରକଳ୍ପର ସମୀକ୍ଷା କରିବେ । ପରେ ଚମ୍ପୁଆ ନେହେରୁ ଷ୍ଟାଡିଅମ ରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବାରେ କାର୍ୟ୍ୟକ୍ରମ ରହିଛି ।
୨ ଦିନିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











