The Ultimate Managed Hosting Platform
ADVERTISEMENT

+୨ ଛାତ୍ରଙ୍କ ଆତ୍ମହତ୍ୟା, ଗତକାଲି କପି କରି ଧରା ପଡିଥିଲେ

Facebook
Twitter
LinkedIn

ବ୍ରହ୍ମପୁର : +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ । ବୈଦ୍ୟନାଥପୁର ଥାନା ସୂର୍ଯ୍ୟନଗରରରେ ଘରେ ରଶି ଲଗାଇ ଆତ୍ମହତ୍ୟା । କାଲି ପଦାର୍ଥ ବିଜ୍ଞାନରେ ଏମପି କରିଥିଲେ ସ୍କ୍ୱାର୍ଡ । ଛାତ୍ର ଜଣକ ଘରୋଇ କଲେଜରେ ପଢୁଥିବା ବେଳେ ଖଲ୍ଲିକୋଟ କଲେଜରେ ପରୀକ୍ଷା ଦେଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login