ମାର୍ଶାଘାଇ : ୨ ଗୋଷ୍ଠୀ ମୁହାଁମୁହିଁ । ଗୋଚର ଜମିରେ ଘର କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ରାପଡା ମାର୍ଶାଘାଇ ଥାନା ତୁଳସୀପୁର ଗାଁ ହରିଜନ ସାହିରେ ଏପରି ସଂଘର୍ଷ ହୋଇଛି । ଗୁରତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉଭୟ ପକ୍ଷରୁ ୫ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ଘଟଣା ପରେ ମାର୍ଶାଘାଇ ମେଡିକାଲ ଏବଂ ତୁଳସୀପୁର ଗାଁରେ ପୋଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଜାରି ରଖିଛି ମାର୍ଶାଘାଇ ପୋଲିସ ।
Views: 32