The Ultimate Managed Hosting Platform
ADVERTISEMENT

୨ କିଲୋ ଚୋରି ସୁନା ଜବତ ; ୬ ଗିରଫ

Facebook
Twitter
LinkedIn

ଖୋର୍ଦ୍ଧା : ଜଙ୍କିଆ ଛଣଗିରି ଗହଣା ଦୋକାନ ଲୁଟ ଘଟଣାରେ ଆଉ ୨ ଗିରଫ । ୨ ଗିରଫ ସହ ୧ କିଲୋ ୧୩ ଗ୍ରାମ ସୁନା ଓ ୨୨୩୧ ଗ୍ରାମ ରୁପା ଜବତ ହୋଇଛି । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପୁରୀ କଣାସର । ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି । ପୂର୍ବରୁ ପ୍ରାୟ କିଲେ ସୁନା ଓ ୨୪୦୦ ଗ୍ରାମ ରୂପା ସହ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ମୋଟ ୨ କିଲୋ ସୁନା ଓ ୪୫୦୦ ଗ୍ରାମ ରୁପା ଜବତ କରିଛି ପୋଲିସ । ଅଗଷ୍ଟ ୨୪ ତାରିଖରେ ଦିନ ଦ୍ୱିପ୍ରହରେ ସୁନା ଦୋକାନ ଲୁଟିଥିଲେ ଦୁର୍ବୁତ୍ତ । ବନ୍ଧୁକ ଦେଖାଇ ଗହଣା ଦୋକାନରୁ ସୁନା, ରୁପା ଅଳଙ୍କାର ଲୁଟି ନେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login