The Ultimate Managed Hosting Platform
ADVERTISEMENT

୨୪ ଘଣ୍ଟା ଭିତରେ ବିଜେଡିକୁ ଫେରିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Facebook
Twitter
LinkedIn

ଭୁବନେଶ୍ୱର : ବୁଝାଇଦେଲା ବିଜେଡି, ଦଳକୁ ଫେରିଲେ ଜ୍ୟୋତି । ଇସ୍ତଫା ଦେବାର ୨୪ ଘଣ୍ଟା ଭିତରେ ପୁଣିଥରେ ଦଳକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଏହାସହ ବିଜେଡି ଜ୍ୟୋତିପ୍ରକାଶଙ୍କୁ ନୂଆ ଦାୟିତ୍ୱ ମଧ୍ୟ ଦେଇଛି । ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ।ବିଜେଡିରୁ ଇସ୍ତଫା ଦେବା ପରେ ଜ୍ୟୋତିଙ୍କୁ ଆଜି ନବୀନ ନିବାସରୁ ଡକରା ଆସିଥିଲା । ନବୀନ ନିବାସରେ ଦଳ ପକ୍ଷରୁ ତାଙ୍କୁ ବୁଝାଯିବା ପରେ ନୂଆ ଦାୟିତ୍ୱ ଦିଆଯାଇଛି । ନୂଆ ଦାୟିତ୍ୱ ପାଇବାକୁ ନେଇ ଜ୍ୟୋତି କହିଛନ୍ତି, ନୂଆ ଦାୟିତ୍ୱ ପାଇଛି, ବାଲେଶ୍ୱରରେ ଦଳ କିଭଳି ସଙ୍ଗଠିତ ହେବ ଏବଂ ବିଜେଡି ପ୍ରାର୍ଥୀ କିଭଳି ଅଧିକରୁ ଅଧିକ ଭୋଟ ପାଇବେ ସେନେଇ ଲୋକଙ୍କ ପାଖକୁ ଯିବି ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login