The Ultimate Managed Hosting Platform
ADVERTISEMENT

୨୧ ସୁଦ୍ଧା ଲଘୁଚାପ , ପରେ ଅବପାତ

Facebook
Twitter
LinkedIn

ଭୁବନେଶ୍ୱର : ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହୋଇ ଅବପାତ ସମ୍ଭାବନା । ଦକ୍ଷିଣ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ । ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନାକୁ ନେଇ ଆଶଙ୍କା ।
ଲଘୁଚାପ ଓ ଅବପାତ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରାଙ୍କ ସୂଚନା । ବର୍ତ୍ତମାନ ସୁଦ୍ଧା କେବଳ ୨୧ରେ ଲଘୁଚାପ , ୨୩ ସୁଦ୍ଧା ଅବପାତ ଆକଳନ । ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ମୁହାଁ ହେବା ସମ୍ଭାବନା । ଓଡିଶା ପାଇଁ କୈାଣସି ପ୍ରକାର ସତର୍କ ସୂଚନା ଜାରି କରିନୁ । ୨୧ ପୂର୍ବରୁ ମତ୍ସଜୀବୀ କୂଳକୁ ଫେରି ଆସିବା ଦରକାର । ଲଘୁଚାପ ସୃଷ୍ଟି ହେବା ପରେ ତୀବ୍ରତା ନେଇ ଆକଳନ କରିହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login