The Ultimate Managed Hosting Platform
ADVERTISEMENT

“୧ ରୁ ୧୧ ଆସ ବୁଲିଯିବା ଅଙ୍ଗନବାଡି”

Facebook
Twitter
LinkedIn

ଭୁବନେଶ୍ୱର : ୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ଆସ ବୁଲିଯିବା ଅଙ୍ଗନବାଡି କାର୍ଯ୍ୟକ୍ରମ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଭିଭାବକ ଓ ସାଧାରଣ ଲୋକ ଯାଇ ପରଖିବେ ଅଙ୍ଗନବାଡି କେନ୍ଦ୍ର । AWESOME ଆପ ଜରିଆରେ ବିଭିନ୍ନ ବିଷୟରେ ଫିଡବ୍ୟାକ ଦେବେ । ସେମାନଙ୍କ ମତାମତକୁ ନେଇ ଅଙ୍ଗନବାଡି ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ । ଅନ୍ୟପଟେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ କରାଯିବ । ସେଠି ପାଣି, ବିଜୁଳିର ବ୍ୟବସ୍ଥା କରାଯିବ । ନିଜ ଅଞ୍ଚଳରେ ଆସୁଥିବା ଅଙ୍ଗନବାଡ଼ି ସେଣ୍ଟରକୁ ସିଡ଼ିପିଓ ମାନେ ସୁନ୍ଦର କରନ୍ତୁ । ଛଅ ମାସକୁ ଥରେ ପ୍ରତି ଅଙ୍ଗନବାଡିକୁ ପରିଦର୍ଶନରେ ଯାଆନ୍ତୁ ସିଡିପିଓ । ସମସ୍ତ ଅଙ୍ଗନବାଡ଼ିର ନିଜସ୍ବ ଘର ହେବା ନେଇ ବଡ଼ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଓଡ଼ିଶାକୁ ଅପପୁଷ୍ଟି ମୁକ୍ତ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login