The Ultimate Managed Hosting Platform
ADVERTISEMENT

୧୬ ମାଓବାଦୀଙ୍କ ଆତ୍ମସମର୍ପଣ

Facebook
Twitter
LinkedIn

ସୁକୁମା : ଛତିଶଗଡରେ ଆତ୍ମସମର୍ପଣ କଲେ ୧୬ ମାଓବାଦୀ । ସୁକମା ପିଏଲଜିଏ ବାଟାଲିୟନର ୨ ହାର୍ଡକୋରଙ୍କ ଆତ୍ମସମର୍ପଣ । ୨ ଜଣ ମାଓବାଦୀଙ୍କ ଉପରେ ୮ ଲକ୍ଷର ପୁରସ୍କାର ରାଶି ଥିଲା । ଆଉ ୬ ମାଓବାଦୀଙ୍କ ଉପରେ ୨୫ ଲକ୍ଷର ପୁରସ୍କାର ରାଶି ଥିଲା । ସମସ୍ତ ଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମସମର୍ପଣ ଯୋଜନାରେ ପ୍ରଭାବିତ ଏମାନେ ଆତ୍ମସମର୍ପଣ କରିଛନ୍ତି। ଏସ୍ପି କିରଣ ଚୌହାନ, ଅତିରିକ୍ତ ଏସ୍ପି ଉମେଶ ଗୁପ୍ତା ଏବଂ ସିଆରପିଏଫ ଏବଂ ପୋଲିସ ଅଧିକାରୀଙ୍କ ଆଗରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login