The Ultimate Managed Hosting Platform
ADVERTISEMENT

୧୫ ଲକ୍ଷ ଗଣିଲେ ଅମାନିଆ ମଦୁଆ

Facebook
Twitter
LinkedIn

ଭୁବନେଶ୍ୱର : ବାହାରେ ଖୋଲାମେଲାରେ ମଦ ପିଇ ଜରିମାନା ଦେଲେ ୧୫ ଲକ୍ଷ । ୩୦୪୮ ଅମାନିଆ ମଦ୍ୟପଙ୍କ ଠାରୁ ଜରିମାନା କଲେ କମିଶନରେଟ ପୁଲିସ । ସର୍ବସାଧାରଣରେ ସିଗାରେଟ ପିଇ ୬୬୮ ଜଣ ଦେଲେ ୭୨ ହଜାର ଜରିମାନା । ସେଫ୍ ସିଟି ଡ୍ରାଇଭ ଅଭିଯାନରେ ମୋଟ ୯୦ ଲକ୍ଷର ଜରିମାନା ଆଦାୟ । ଅକ୍ଟୋବର ୧ ରୁ ୩୧ ମଧ୍ୟରେ ମୋଟ ୯୦ ଲକ୍ଷ ୨୨ ହଜାର ଜରିମାନା ଆଦାୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login