The Ultimate Managed Hosting Platform
ADVERTISEMENT

୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା । ଆଜିଠୁ କମିବ ବର୍ଷା । ପୁଣି ୨୩ରୁ ସକ୍ରିୟ ହେବ ଝଡ । ତେବେ ୨୪ ଘଣ୍ଟା ମଧ୍ୟରେ କିଛି ଜାଗାରେ ଘଡଘଡି ସହ ବର୍ଷା ସମ୍ଭାବନା । ୩୦-୪୦ କିମି ପବନ ବହିବା ସହ କୁଆପଥର ମାଡ ନେଇ ଆଲର୍ଟ । ବର୍ଷା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କଲା ପାଣିପାଗ ବିଭାଗ । ମୟୁରଭଂଜ, ବାଲେଶ୍ୱର,ଭଦ୍ରକ, କେନ୍ଦ୍ରପଡା , କଟକ , ଯାଜପୁର , ଅନୁଗୁଳ , ମୟାଗଡ, ଦେବଗଡ, ଢେଙ୍କାନାଳ ସମ୍ବଲପୁର , କେନ୍ଦୁଝର କୁ ଆଲର୍ଟ କରିଛି ପାଣିପାଗ ବିଭାଗ । ଉପକୂଳ ଓଡିଶାର ୧୩ ଜିଲ୍ଲାକୁ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login