ସୁବର୍ଣ୍ଣପୁର : ୧୨ ଘଣ୍ଟିଆ ସୁବଳୟା ବନ୍ଦ । ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ସୁବଳୟା ବନ୍ଦ ଡାକରା ଦେଇଛି ସୁବଳୟା କ୍ରିୟାନୁଷ୍ଠାନ କମିଟି । । ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା । ତେବେ ଏ ନେଇ ସୁବଳୟା ସହରରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ଜରୁରୀକାଳୀନ ବ୍ୟବସ୍ଥାକୁ ଛାଡିଦେଲେ ଆଉ ସବୁ କିଛି ବନ୍ଦ ରହିଛି ।
Views: 64











