The Ultimate Managed Hosting Platform
ADVERTISEMENT

୧୧ ବର୍ଷ ବୟସରେ ପ୍ରଥମ ଥର ରଣବୀରଙ୍କୁ ଭେଟିଥିଲେ ଆଲିଆ, କହିଲେ-ମୁଁ ଲାଜେଇ ଯାଇଥିଲି…

Facebook
Twitter
LinkedIn

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା । ଏହି ଦୁଇ ଷ୍ଟାର କପଲ୍‌ଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବିବାହର ଅନେକ ଫଟୋ ଭାଇରାଲ୍‌ ହେଉଛି । କୁହାଯାଉଛି କି ଏପ୍ରିଲ ୧୪ରେ ରଣବୀର ଏବଂ ଆଲିଆ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ବିବାହ ସମ୍ପର୍କରେ ଆଲିଆ ରଣବୀରଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ।

ସୋସିଆଲ ମିଡିଆରେ ମଧ୍ୟ ଆଲିଆ ରଣବୀରଙ୍କ ବିବାହ ବିଷୟରେ ପ୍ରଶଂସକମାନେ ବହୁତ କିଛି ଆଲୋଚନା କରୁଛନ୍ତି। ଏହା ବ୍ୟତୀତ  ଉଭୟଙ୍କ ଥ୍ରୋବ୍ୟାକ୍ ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆଲିଆ – ରଣବୀର ସହ ତାଙ୍କର ପ୍ରଥମ ସାକ୍ଷାତକାରର କାହାଣୀ କହିଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଆଲିଆ ଭଟ୍ଟ କହିଛନ୍ତି ଯେ ଯେତେବେଳେ ସେ ରଣବୀରଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା। ମୁଁ ବହୁତ ଲାଜକୁଳି, କାରଣ ମୋତେ ତାଙ୍କ କାନ୍ଧରେ ମୁଣ୍ଡ ରଖିବାର ଥିଲା, କିନ୍ତୁ ମୁଁ ଏହା କରି ପାରିଲି ନାହିଁ । ଆଲିଆଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ପିଲାଦିନରୁ ରଣବୀର କପୁରଙ୍କୁ ବହୁତ ପସନ୍ଦ କରନ୍ତି। ସେ ତାଙ୍କର ବହୁତ ବଡ ଫ୍ୟାନ୍‌। ହେଲେ କହିବାକୁ ଗଲେ ବର୍ତ୍ତମାନ ସେ ତାଙ୍କ ପତ୍ନୀ ହେବାକୁ ଯାଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଇଣ୍ଟରଲକିଂ ସିଷ୍ଟମ ତ୍ରୁଟି ଯୋଗୁଁ ଦୁର୍ଘଟଣା-ରେଳ ମନ୍ତ୍ରୀ

ଓଡିଶାରେ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ

ଭୁବନେଶ୍ୱର : ଓଡିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ । ଭୁବନେଶ୍ୱରରେ ହେବ ସିଲିକନ କାର୍ବାଇଟ ସେମିକଣ୍ଡକ୍ଟର ୟୁନିଟ । ଥ୍ରି ଡି ଗ୍ଲାସ...

ADVERTISEMENT
ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା, ମାର୍ଚ୍ଚ ୧୧ରୁ ରେଜିଷ୍ଟ୍ରେସନ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା , ଆଗାମୀ ୩ ଦିନ କେଦାରନାଥ ଯାତ୍ରା ବନ୍ଦ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍...

ପୁଞ୍ଚ ରାଜମାର୍ଗରେ ଭୂସ୍ଖଳନ, ରାଜୈାରୀରେ ସମସ୍ତ ସ୍କୁଲ ବନ୍ଦ

ପୁଞ୍ଚ ରାଜମାର୍ଗରେ ଭୂସ୍ଖଳନ, ରାଜୈାରୀରେ ସମସ୍ତ ସ୍କୁଲ ବନ୍ଦ

ଜମ୍ମୁ : ଜମ୍ମୁ କଶ୍ମୀର ପୁଞ୍ଚ ରାଜମାର୍ଗରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଖନୁର ନିକଟରେ ପାହାଡରୁ...