ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ରର ବିମାନ ୧୦ ମିନିଟରେ ୨୮୦୦୦ ଫୁଟ ତଳକୁ ଖସିବା ଯୋଗୁ ବିମାନଟି ଯାତ୍ରା ବାତିଲ କରି ବିମାନ ବନ୍ଦରକୁ ଫେରି ଆସିଛି । ବିମାନରେ କ୍ୟାବିନ ପ୍ରେସର ଦେଖାଯିବାରୁ ଏପରି ଘଟିଥିବା ପାଇଲଟ ପକ୍ଷରୁ କୁହାଯାଇଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଯୁକ୍ତରାଷ୍ଟ୍ରର ୫୧୦ ବିମାନ ବୁଧବାର ନ୍ୟୁଓ୍ଵର୍କରୁ ରୋମକୁ ଉଡାଣ ଭରିଥିଲା । ବିମାନଟି ନ୍ୟୁଆର୍କ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ସ୍ଥାନୀୟ ସମୟ ସନ୍ଧ୍ୟା ୮ଟା ୩୭ ରେ ଉଡାଣ ଭରିଥିଲା, ହେଲେ ରାତ୍ର ୧୨ ଟା ୨୭ରେ ପୁନର୍ବାର ଉକ୍ତ ବିମାନ ବନ୍ଦରରେ ଅବତରଣ କରିଥିଲା । ବିମାନରେ କ୍ୟାବିନ ପ୍ରେସର ତ୍ରୁଟି ଦେଖା ଦେବାରୁ ବିମାନଟି ଆଉ ଯାତ୍ରା ନକରି ପୁନର୍ବାର ନ୍ୟୁଆର୍କକୁ ଫେରି ଆସିଥିଲା । ଏହି ତ୍ରୁଟି ଯୋଗୁ ବିମାନଟି ମାତ୍ର ୧୦ ମିନିଟରେ ୨୮,୦୦୦ ଫୁଟ ତଳକୁ ଖସି ଆସିଥିଲା । ବିମାନରେ ୨୭୦ ଜଣ ଯାତ୍ରୀଙ୍କ ସହ ୧୪ ଜଣ କ୍ରିଉ ମେମ୍ବର ଥିଲେ ବୋଲି ଯୁକ୍ତରାଷ୍ଟ ଏୟାର ଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି । ବିମାନଟି ଫେରି ଆସିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଇଛି ।
୧୦ ମିନିଟରେ ୨୮ ହଜାର ଫୁଟ ତଳକୁ ଖସିଲା ବିମାନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







