ଭୁବନେଶ୍ୱର : ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ । ଛତିଶଗଡ ବସ୍ତର ଆଇଜିଙ୍କ ନିକଟରେ କଲେ ଆତ୍ମସମର୍ପଣ । ମାଓ ନେତା ଚେତୁ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟ ନକ୍ସଲଙ୍କ ନାଁରେ ୪୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ପୁରସ୍କାର ରହିଥିଲା । ୨୦୧୩ ଝିରମ ଘାଟି ଆକ୍ରମଣରେ ଚେତୁ ସମ୍ପୃକ୍ତ ଥିବା ପୋଲିସର ସୂଚନା । ୩୩ କଂଗ୍ରେସ କର୍ମୀଙ୍କୁ ହତ୍ୟା ଘଟଣାରେ ଆତ୍ମସମର୍ପଣ ନକ୍ସଲଙ୍କ ସମ୍ପୃକ୍ତି ଥିଲା ।
Views: 24











