ୱାସିଂଟନ : ହ୍ୱାଇଟ ହାଉସ ବାହାର ଫାଟକରେ ପିଟିହେଲା କାର । ଭାରସାମ୍ୟ ହରାଇ ହ୍ୱାଇଟ ହାଉସ ଫାଟକକୁ ପିଟିଲା କାର । ଦୁର୍ଘଟଣା ସମୟରେ ବାଇଡେନ ହ୍ୱାଇଟ ହାଉସରେ ନ ଥିବା ସୂଚନା । ଦୁର୍ଘଟଣାଗ୍ରସ୍ତ କାର ଡ୍ରାଇଭରକୁ ଗିରଫ କଲା ପୋଲିସ । ଆମେରିକା ସିକ୍ରେଟ ସର୍ଭିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ । ସନ୍ଧ୍ୟା ୬ଟା ସମୟରେ ହ୍ୱାଇଟ ହାଉସର ବାହାର ଗେଟରେ ଏକ କାର ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା କାହିଁକି , କେମିତି ହେଲା ତାହାର ଯାଞ୍ଚ ଚାଲିଛି ।
Views: 83