ଭୁବନେଶ୍ୱର : ହୁ୍ୟମାନ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ହାଇକୋର୍ଟ ବାର ସଂଘ ଯୁଗ୍ମ ସମ୍ପାଦିକା ପଦ୍ମାଳୟା ମହାପାତ୍ରଙ୍କ ଚିଠି । ବରିଷ୍ଠ ଆଇପିଏସ ଅଧିକାରୀ କିମ୍ବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବି କଲେ । ଯଦି ପରିବାରର ସମର୍ଥନ ମିଳେ ତେବେ ହାଇକୋର୍ଟରେ ମାମଲା ରୁଜୁ ହେବ ।
ଅନ୍ୟପଟେ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଖ୍ରିଷ୍ଟିଆନ ୟୁଥ ଫୋରମ । ଦୁଇ ମ୍ୟାନେଜର ଏବଂ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦାୟୀ କରି ଫେରାଦ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ସଠିକ ତଦନ୍ତ ଦାବି । ଦାବି ପୂରଣ ନ ହେଲେ ସାରା ଓଡିଶାରେ ଆନେ୍ଦାଳନ ଚେତାବନୀ । ଦାବିପତ୍ର ଗ୍ରହଣ କରି ଉପ ଯୁକ୍ତ ତଦନ୍ତ ହେବ କହିଲେ ଅତିରିକ୍ତ ଏସପି ।
Views: 42











