The Ultimate Managed Hosting Platform
ADVERTISEMENT

ହୋଟେଲରେ ରେଡ ; ୩୦ ଅଟକ

Facebook
Twitter
LinkedIn

କଟକ : କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ରେଡ । ପଶ୍ଚିମବଙ୍ଗର ୩୦ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଲା ପୋଲିସ । ୩୦ ଜଣଙ୍କୁ ଅଟକ ରଖି ଚାଉଳିଆଗଞ୍ଜ ପୋଲିସର ତଦନ୍ତ । ଅଟକ ବ୍ୟକ୍ତି ବଡ ଧରଣର ସାଇବର ଠକେଇ ଯୋଜନା କରୁଥିବା ଚାଉଳିଆଗଞ୍ଜ ପୋଲିସ କହିଛି । ଅଟକ ବ୍ୟକ୍ତି କେତେ ସତ କହୁଛନ୍ତି ଅଧିକ ଅନୁସନ୍ଧାନ ଚଳାଇଛି ପୋଲିସ । କ୍ରିପ୍ଟୋ କରେନ୍ସି ମାମଲାରେ କିଛି ବ୍ୟକ୍ତି ଙ୍କୁ ଖୋଜୁଥିଲା ପୋଲିସ । ସେହି ଆଧାରରେ ଆଜି ରେଡ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login