The Ultimate Managed Hosting Platform
ADVERTISEMENT

ହେଉନି ଅନଲାଇନରେ ଟ୍ରେନ ଟିକେଟ ବୁକିଂ

Facebook
Twitter
LinkedIn

ନୂଆଦିଲ୍ଲୀ : ଅନଲାଇନ ଟ୍ରେନ ଟିକେଟ୍ ବୁକିଂରେ ସମସ୍ୟା । ଆଇଆରସିଟିସି ୱେବସାଇଟରେ ହୋଇପାରୁନି ଟିକେଟ ବୁକିଂ । ବାଧାପ୍ରାପ୍ତ ନେଇ ସୂଚନା ଦେଲା ଆଇଆରସିଟିସି । ବୈଷୟିକ ତ୍ରୁଟି ପାଇଁ ଟିକେଟ ବୁକିଂରେ ସମସ୍ୟା । ସମସ୍ୟା ସମାଧାନ ପାଇଁ ଲାଗିପଡିଛନ୍ତି ଟିମ୍ । ଫଳରେ ଅସନ୍ତୋଷ ଜାହିର କରିଛନ୍ତି ଲୋକେ । ରେଳ ଟିକେଟ୍ ବୁକିଂ ହୋଇ ପାରୁ ନଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଜାହିର କରିଛନ୍ତି ଲୋକେ । ଏହାର ଜବାବରେ ଆଇଆରସିଟିସି ବିଭାଗ ଟ୍ୱିଟ୍ କରି ସଫେଇ ରଖିଛି । ବୈଷୟିତ ତ୍ରୁଟି କଥା ସ୍ୱିକାର କରିବା ସହ ଆମାଜନ୍ ଓ ମେକ୍ ମାଇ ଟ୍ରିପ୍ ଜରିଆରେ ଟିକେଟ୍ ବୁକିଂ କରିବାକୁ ଅପିଲ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login