ପାଟଣାଗଡ : ହାତୀ ଆକ୍ରମଣରେ ମହିଳା ମୃତ । ସ୍ୱାମୀ ଓ ଶାଶୁ ଗୁରୁତର ହୋଇଛନ୍ତି । ଖପ୍ରାଖୋଲ ଥାନା ଚହକପଡାରେ ହାତୀ ଆକ୍ରମଣ । ଗୁୁରୁତର ଅବସ୍ଥାରେ ସ୍ୱାମୀ ଓ ଶାଶୁଙ୍କୁ ପାଟଣାଗଡ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ଧରି ଲାଠୋର ରେଞ୍ଜ ଅଞ୍ଚଳରେ ପ୍ରାୟ ୩୦ଟିକିଆ ହାତୀପଲ ଉତ୍ପାତ କରିଆସୁଥିଲେ। ଗୁରୁବାର ରାତିରେ ଏହି ହାତୀପଲ ଚହକୋପଡା ହାତୀପଡାର ଏକ ଘର ଉପରେ ଆକ୍ରମଣ କରି ଘରକୁ ଭାଙ୍ଗି ଦେଇଥିଲେ। ଘରର କାନ୍ଥ ପଡ଼ି ଯିବାରୁ ଫୁଲମତି ନାଗ ନାମକ ୪୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।
Views: 52











