The Ultimate Managed Hosting Platform
ADVERTISEMENT

ହାତୀର ମୃତଦେହ ଠାବ

Facebook
Twitter
LinkedIn

କାମାକ୍ଷାନଗର : ପୁଣି ଗଲା ହାତୀର ଜୀବନ । ଜଙ୍ଗଲରୁ ମାଇ ହାତୀର ମୃତଦେହ ଠାବ । ମହାବୀର ରୋଡ ଘାଗରାମୁଣ୍ଡା ପଞ୍ଚାୟତ ଖଇରାମୁଣ୍ଡା ଗାଁ ଜଙ୍ଗଲରୁ ଠାବ । ତେବେ ହାତୀର ମୃତ୍ୟୁ କିପରି ହେଲା ତାହା ଜଣାପଡିନାହିଁ । ଅସୁସ୍ଥତାରୁ ହାତୀର ଜୀବନ ଯାଇଥିବା ଅନୁମାନ କରାଯାଉଛି । ବନବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login