The Ultimate Managed Hosting Platform
ADVERTISEMENT

ହାତୀର ମୃତଦେହ ଠାବ

Facebook
Twitter
LinkedIn

କାମାକ୍ଷାନଗର : ପୁଣି ଗଲା ହାତୀର ଜୀବନ । ଜଙ୍ଗଲରୁ ମାଇ ହାତୀର ମୃତଦେହ ଠାବ । ମହାବୀର ରୋଡ ଘାଗରାମୁଣ୍ଡା ପଞ୍ଚାୟତ ଖଇରାମୁଣ୍ଡା ଗାଁ ଜଙ୍ଗଲରୁ ଠାବ । ତେବେ ହାତୀର ମୃତ୍ୟୁ କିପରି ହେଲା ତାହା ଜଣାପଡିନାହିଁ । ଅସୁସ୍ଥତାରୁ ହାତୀର ଜୀବନ ଯାଇଥିବା ଅନୁମାନ କରାଯାଉଛି । ବନବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login