ବ୍ୟୁରୋ : ହାଡ଼ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ସମସ୍ୟା ସମାଧାନର ଉପାୟ ବତାଇବୁ । ବୟସ ବଢିବା ସହିତ ହାନ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ । ଏପରି ପରିସ୍ଥିତିରେ ରସୁଣ ତେଲ ନିୟମିତ ବ୍ୟବହାର କରନ୍ତୁ । ଏହା ମାଲିସ୍ କରିବା ଦ୍ବାରା ହାଡ଼କୁ ମଜବୁତ କରିବାରେ ସହାୟକ କରିଥାଏ । ଆପଣ ଏହି ତେଲକୁ ଆଣ୍ଠୁ, ଅଣ୍ଟା, ପିଠି, ବେକ, ହାତ ଏବଂ ଗୋଡ଼ ଯନ୍ତ୍ରଣା ସମୟରେ ଏହି ତେଲକୁ ବ୍ୟବହାର କରିପାରିବେ । ଏହି ତେଲ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉପଯୋଗୀ । ରସୁଣର ଗରମ ପ୍ରଭାବ ଥାଏ । ଥଣ୍ଡା ପାଗରେ କିମ୍ବା ଶରୀରରେ ଥଣ୍ଡା ଲାଗିଲେ, ରସୁଣ ତେଲରେ ମାଲିସ କରିବା ଦ୍ୱାରା ଶରୀରକୁ ଭିତରୁ ଉଷ୍ମତା ମିଳିଥାଏ ଏବଂ ଥଣ୍ଡାରୁ ରକ୍ଷା ମିଳିଥାଏ । ଯଦି ଆପଣ ଡ୍ୟାଣ୍ଡ୍ରଫ୍ ସମସ୍ୟାରେ ରହିଛନ୍ତି ଏହି ରସୁଣ ତେଲ ଆପଣଙ୍କ ପାଇଁ ବେଷ୍ଟ ହୋମ୍ ରିମେଡି ରହିବ । ଯାହା ଡ୍ୟାଣ୍ଡ୍ରଫ୍ ଭଳି ସମସ୍ୟାଠାରୁ ଦୂରରେ ରଖେ । ଏହା ଆମ କେଶ ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ କିପରି ତିଆରି କରିବେ ଏବଂ ବ୍ୟବହାର କରିବେ ସେ ସମ୍ପର୍କରେ ଆମେ ଜାଣିବା । ଘରେ ଏହି ତେଲ ତିଆରି କରିବା ବହୁତ ସହଜ। ଏଥିପାଇଁ ୫-୭ ଟି ରସୁଣ କୋଲା ନିଅନ୍ତୁ । ସେଗୁଡ଼ିକୁ ଛଡ଼ାଇ ଦିଅନ୍ତୁ ଏବଂ ତାକୁ ଭଲ ଭାବରେ କାଟି କିମ୍ବା ପେଷି ଦିଅନ୍ତୁ । ଏକ ପ୍ୟାନରେ କିଛି ସୋରିଷ ତେଲ ଗରମ କରି ସେଥିରେ ରସୁଣକୁ ପକାନ୍ତୁ । ଏହା ପରେ ତାକୁ ୨-୩ ମିନିଟ୍ ପର୍ୟ୍ୟନ୍ତ କମ୍ ଆଞ୍ଚରେ ରାନ୍ଧନ୍ତୁ । ରସୁଣ ସୁନେଲି ରଙ୍ଗ ହୋଇଗଲେ, ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ତେଲକୁ ଥଣ୍ଡା କରନ୍ତୁ ଏବଂ ଆବଶ୍ୟକତା ଅନୁସାରେ ହାଲୁକା ଗରମ କରି ବ୍ୟବହାର କରନ୍ତୁ । ଏହି ତେଲକୁ କୌଣସି ଏକ ଡ଼ବାରେ ମଧ୍ୟ ଆପଣ ଷ୍ଟୋର କରି ରଖିପାରିବେ ।
ହାଡ ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଘରୋଇ ଉପାୟରେ କରନ୍ତୁ ମସାଜ………..
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







