ସମ୍ବଲପୁର : ଭୟଙ୍କର ଦୁର୍ଘଟଣା । ହାଇୱା ଧକ୍କାରେ ସ୍କୁଟି ଆରୋହୀଙ୍କ ଚାଲିଗଲା ଜୀବନ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳ ଗାରିଆବାହାଲରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଜଳୁଛି ହାଇୱା ଓ ସ୍କୁଟି। ସ୍କୁଟି ଆରୋହୀ ହାଇୱା ତଳେ ଫସି ରହିଛନ୍ତି । ଜମନକିରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି ।
Views: 43











