ଜଗତସିଂହପୁର : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା । ପୋଲିସ ନି ଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ । ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜଗତସିଂହପୁର ଥାନାରେ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୁଲିସ ଠିକ୍ ଭାବରେ ତଦନ୍ତ କରୁନଥିବା ଦର୍ଶାଇ ସୋମାଲିକା ଏହି ମାମଲା କରିଛନ୍ତି ।
Views: 87











