The Ultimate Managed Hosting Platform
ADVERTISEMENT

ହାଇକୋର୍ଟରେ ଅଙ୍ଗନବାଡି ମାମଲା

Facebook
Twitter
LinkedIn

ନୟାଗଡ : ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନେଇ ମାମଲା । ହାଇକୋର୍ଟରେ ମାମଲା କଲେ ନୟାଗଡର ଜଣେ ଅଙ୍ଗନବାଡି କର୍ମୀ । କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି । ମାମଲାରେ ମୁଖ୍ୟ ଶାସନ ସଚିବ , ମିଶନ ଶକ୍ତି ସଚିବଙ୍କୁ ପକ୍ଷଭୁକ୍ତ । ନୟାଗଡ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ପକ୍ଷଭୁକ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login