The Ultimate Managed Hosting Platform
ADVERTISEMENT

ହର୍‌- ଘର୍ -ତ୍ରିରଙ୍ଗା ଅଭିଯାନରେ ଶାହାରୁଖ ଖାନ

Facebook
Twitter
LinkedIn

ସୁପରଷ୍ଟାର ଶାହାରୁଖ ଖାନ ନିଜ ବାସଭବନ ‘ମନ୍ନତ’ରେ ସପରିବାର ସହ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ସମସ୍ତେ ଧଳା ପୋଷାକ ପିନ୍ଧିବା ସହ ଶାହାରୁଖ, ପତ୍ନୀ ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍ ନିଜ ପୁଅ ଆର୍ଯ୍ୟନ ଓ ଆବ୍ରାମଙ୍କ ସହ ଜାତୀୟ ପତାକା ତଳେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଗତକାଲି ସନ୍ଧ୍ୟାରେ ଶାହାରୁଖ, ପତ୍ନୀ ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍ ଇନଷ୍ଟାଗ୍ରାମକୁ ଯାଇ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସେମାନେ ଏହାକୁ ପାଳନ କରିଥିବା ଏକ ସୁଖଦ ମୁହୂର୍ତ୍ତର ଫଟୋଟିକୁ ସେୟାର କରି ତାର କ୍ୟାପସନରେ ଲେଖିଛନ୍ତି, ସ୍ୱାଧୀନତା ଦିବସର ଶୁଭେଚ୍ଛା । କିଙ୍ଗ ଖାନଙ୍କ ସ୍ୱାଧୀନତା ପୂର୍ବ ଦିବସ ପାଳନ ପ୍ରଶଂସକମାନଙ୍କୁ ଅତ୍ୟନ୍ତ ଖୁସି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏଫଏମ କଲେଜର ନିଲମ୍ବିତ ପ୍ରିନସିପାଲ ଗିରଫ

ଏଫଏମ ଛାତ୍ରୀ ପୋଡି ଘଟଣାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା

ବାଲେଶ୍ୱର : କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ୟ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ...

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର : ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି । ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି। ପୋଲିସ ଅପାରଗତାକୁ ଦାୟୀ କରିଛି...

Login