The Ultimate Managed Hosting Platform
ADVERTISEMENT

ହକି ବିଶ୍ୱକପ୍ ପାଇଁ ବିପଦରେ ସୁନ୍ଦରଗଡ଼ର ୧୫ ହଜାର ଶ୍ରମିକଙ୍କ ଦାନାପାଣି

Facebook
Twitter
LinkedIn

ହକି ବିଶ୍ୱ କପ୍ ହେଲେ ଆମର ଆପତ୍ତି ନାହିଁ କିନ୍ତୁ କାରଖାନା ମାସେ ବନ୍ଦ ହୋଇଗଲେ ଆମେ ଚଳିବୁ କେମିତି? ପିଲାଛୁଆ ବଞ୍ଚିବେ କେମିତି? ମୁଣ୍ଡ ଝାଳ ତୁଣ୍ଡରେ ମାରି ସବୁଦିନ ମୁଲ ଲାଗି ପେଟ ପୋଷୁଥିବା ଶ୍ରମିକମାନଙ୍କର ଏହା ହେଉଛି କୋହଭରା ସ୍ବର। ଜାନୁଆରୀ ୧୩ରୁ ରାଉରକେଲା ଓ ଭୁବନେଶ୍ୱର ରେ ହକି ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ର କୁଆଁରମୁଣ୍ଡା ଓ କଲୁଙ୍ଗା ଶିଳ୍ପାଞ୍ଚଳର ୨୨ଟି କାରଖାନାକୁ ମାସେ ବନ୍ଦ ରଖିବାକୁ ହୋଇଛି ନୋଟିସ୍।

ପ୍ରଦୂଷଣକୁ ଆଖି ଆଗରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଚିଠି ଲେଖିବା ପରେ ହଜିଯାଇଛି ଏସବୁ କାରଖାନାରେ କାମ କରୁଥିବା ପ୍ରାୟ ୧୫ ହଜାର ଶ୍ରମିକଙ୍କ ନିଦ। କାରଖାନାରେ ମୁଲ ମଜୁରି କଲେ ଘରେ ଚୁଲି ଜଳୁଥିଲା, ତେଲ ଲୁଣ ସଂସାର ଚାଲୁଥିଲା। ସରକାରଙ୍କ ନୋଟିସ୍ ପରେ ଏବେ ଶ୍ରମିକଙ୍କୁ ଘାରିଛି ପେଟପାଟଣା ଚିନ୍ତା। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login