ବ୍ରହ୍ମଗିରି : ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗରେ ଜଣେ ଅଟକ । ଅରଖକୁଦ ମେରାଇନ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ସ୍ୱାମୀକୁ ମଦ ପିଆଇବା ସହ ହାତ ଗୋଡ ବାନ୍ଧି ଦେଇଥିଲେ ଦୁର୍ବୁତ୍ତ । ୨ ଦୁର୍ବୁତ୍ତ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ଦେଲେ ପୀଡିତାଙ୍କୁ ସ୍ୱାମୀ । ବ୍ରହ୍ମଗିରି ମେଡିକାଲରେ ମହିଳାଙ୍କ ଡାକ୍ତରୀ ମାଇନା ।
Views: 93