ଭୁବନେଶ୍ୱର : ପ୍ରକାଶ ପାଇଲା ସ୍ପେଶାଲ OTET-୨୯୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ । ପେପର -୧ରେ ୧୨ ହଜାର ୯୮୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପେପର-୨ରେ ୩୫ ହଜାର ୧୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଭୟ ପେପର-1 ଓ ପେପର-2 ରେ ୭୫ ହଜାର ୪୦୩ ଜଣ ଶିକ୍ଷକ ଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ । ବୋର୍ଡ ୱେବସାଇଟwww.bseodisha.nic.inରେ ରେଜଲ୍ଟ ଉପଲବ୍ଧ ।
Views: 65











