ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ପ୍ରତିକ୍ରିୟା । ଦେଶରେ ଟେଷ୍ଟ ପଜିଟିଭିଟି ୩ ପ୍ରତିଶତ , ରାଜ୍ୟରେ ୧.୪ ପ୍ରତିଶତ । କଟକ , ସୁନ୍ଦରଗଡ, ନବରଙ୍ଗପୁରରେ ଅଧିକ କୋଭିଡ ରୋଗୀ ଅଛନ୍ତି । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ କଣ୍ଟାକ୍ଟ ଟ୍ରେସିଂ ପାଇଁ କୁହାଯାଇଛି ।
ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୬୮ କରୋନା ସଂକ୍ରମିତ ଚିହ୍ନଟ । ତେବେ ଏହାକୁ ମିଶାଇ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୨୧ ଜଣ ସୁସ୍ଥ ହୋଇଥିବା ସୂଚନା । ୨୪ ଘଣ୍ଟାରେ ୨୧ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।
Views: 76