The Ultimate Managed Hosting Platform
ADVERTISEMENT

ସ୍ତ୍ରୀର ପ୍ରେମିକକୁ ଗୁଳି

Facebook
Twitter
LinkedIn

ରେଢାଖୋଲ : ସ୍ତ୍ରୀର ପ୍ରେମିକକୁ ଗୁଳି । ଆଉ ଗୁଳି କରିଛି ଖୋଦ ସ୍ୱାମୀ । ସ୍ୱାମୀ ଗୁଳି କରିସାରିବା ପରେ ଫେରାର ହୋଇଯାଇଛି । ଚାରମାଳ ଥାନା ବଡନୂଆପଡା କ୍ଷେତିନାଳୀ ଗାଁରେ ଘଟିଛି ଏହି ଘଟଣା । । ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ୨ ବର୍ଷ ତଳେ ଘର ଛାଡି ପ୍ରେମିକଙ୍କ ସହ ରହୁଥିଲେ ମହିଳା । ଆଉ ଏ ନେଇ ରାଗିଯାଇଥିଲେ ସ୍ୱାମୀ । କାଲି ମହିଳା ପ୍ରେମିକଙ୍କ ସହ ଗାଁକୁ ଆସିଥିବା ବେଳେ ଏହାର ଫାଇଦା ଉଠାଇଥିଲେ ସ୍ୱାମୀ । ଆଉ ପ୍ରେମିକକୁ କରିଥିଲେ ଗୁଳିମାଡ । ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login