The Ultimate Managed Hosting Platform
ADVERTISEMENT

ସ୍ତ୍ରୀର ଜୀବନ ନେଇ ବକ୍ସଖଟରେ ଲୁଚାଇଥିଲା ସ୍ୱାମୀ !

Facebook
Twitter
LinkedIn

ଝରିଗାଁ : ସ୍ତ୍ରୀର ଜୀବନ ନେଇ ବକ୍ସଖଟରେ ଲୁଚାଇଥିଲା ସ୍ୱାମୀ । ଚନ୍ଦାହାଣ୍ଡି ଥାନା ହଳଦୀ ଗାଁରେ ସଇତାନ ସ୍ୱାମୀର କାରନାମା । ଜୀବନ ନେବା ପରେ ସ୍ତ୍ରୀକୁ ବକ୍ସ ଖଟରେ ପୁରାଇ ଘରେ ତାଲା ପକାଇଥିଲା ସ୍ୱାମୀ । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦି ଗାଁରେ । ମୃତ ମହିଳା ଜଣକ ହେଲେ ଅନିତା ସୋରି। ହତ୍ୟାକାରୀ ସ୍ୱାମୀ ହେଲେ ଦୁଷ୍ମନ୍ତ ନାୟକ । ମହିଳାଙ୍କ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘର ତାଲା ଭାଙ୍ଗିଛି । ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ । ବର୍ତ୍ତମାନ ସୁଦ୍ଧା ଯେଉଁ କାରଣରୁ ସ୍ତ୍ରୀ କୁ ସ୍ୱାମୀ ହତ୍ୟା କରିଛି ଜଣାପଡି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login