The Ultimate Managed Hosting Platform
ADVERTISEMENT

ସ୍ତ୍ରୀକୁ ହାଣି ଜୀବନ ନେଲା ସ୍ୱାମୀ

Facebook
Twitter
LinkedIn

ମୋହନା : ସ୍ତ୍ରୀକୁ କଟୁରୀରେ ହାଣି ଜୀବନ ନେଲା ସ୍ୱାମୀ । ମୋହନା ଥାନା କୁଙ୍କୁଣି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ସନେ୍ଦହ । ରକ୍ତ ଜୁଡୁବୁଡୁ ମୃତଦେହ ଜବତ ହୋଇଛି । ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ମୋହନା ବଜ଼ାର ବୁଲିବାକୁ ଆସିଥିଲେ । ରାତି ପ୍ରାୟ ୧୦ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ସ୍ୱାମୀ ଅନନ୍ତ ଗୋଟିଏ କଟୁରୀରେ ସ୍ତ୍ରୀ ରେଶମାର ବେକ ଓ ମୁହଁକୁ ହାଣି ଦେଇଥିଲା । ପରିବାର ଲୋକେ ବିଳମ୍ବିତ ରାତିରେ ମୋହନା ମେଡିକାଲ ଆଣିଥିଲେ। ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତକ ରେଶମା ନାୟକ । ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login