ଊଦ୍ରକ : ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ । ତମ୍ଟି ଉପରେ ଠିଆ ହୋଇ ହତ୍ୟା ଉଦ୍ୟମ । ଅଧିକ ଯୈ÷ାତୁକ ଦାବି କରି ସ୍ତ୍ରୀଙ୍କୁ ମାନସିକ, ଶାରିରୀକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି ନିଶାସକ୍ତ ସ୍ୱାମୀ । ଯାହାର ଭିଡିଓ ହେଉଛି ଭାଇରାଲ । ଭଦ୍ରକ ଟାଉନ ଥାନା ଗବସାହିରେ ଘଟିଛି ଘଟଣା । ଏହି ଗାଁର ପଦ୍ମଲୋଚନ ନିଜ ସ୍ତ୍ରୀ ଅନୁସୟା ଜେନାଙ୍କୁ ଦେଉଥିଲେ ଯୈ÷ାତୁକ ନିର୍ଯ୍ୟାତନା । ଏ ନେଇ ଅନୁସୟାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛି । ଘଟଣାର ତଦନ୍ତ କରୁଛି ଭଦ୍ରକ ଟାଉନ ଥାନା ପୋଲିସ ।
Views: 91











