ପାରାଦ୍ୱୀପ: ସ୍କୁଲରେ ଦିଆଯାଇଥିବା ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ୧୧୫ ଜଣଙ୍କୁ ଦିଆଯାଇଥିଲା ବଟିକା । ୩୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅସୁସ୍ଥ । ଅଠରବାଙ୍କି ତଳଗଡ ୟୁପି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଜଣାପଡିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାନ୍ତି ହେବା ସହ ମୁଣଅଡ ବୁଲାଇବା ଓ ପେଟ ବ୍ୟଥା ହେବା ଅଭିଯୋଗ । ଏକ୍ସପାଏରୀ ଆଇରନ ବଟିକା ଦିଆଯାଇଥିବା ଅଭିଭାବକଙ୍କ ଅଭିଯୋଗ । ସ୍କୁଲ ନିକଟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଅଭିଭାବକଙ୍କ ହୋହଲ୍ଲା ।
Views: 65