The Ultimate Managed Hosting Platform
ADVERTISEMENT

ସ୍କୁଲରେ ତାଲା ; ବାହାରେ ଶିକ୍ଷକ , ଶିକ୍ଷାର୍ଥୀ

Facebook
Twitter
LinkedIn

କଟକ : ସ୍କୁଲ ଫାଟକରେ ତାଲା । ବାହାରେ ଛାତ୍ରଛାତ୍ରୀ ଓ ଶିକ୍ଷକ । କେବିକେ ରୋଡ ସ୍ଥିତ ଏକ ଘରୋଇ ସ୍କୁଲ ଫାଟକରେ ତାଲା । ଅଧ୍ୟକ୍ଷଙ୍କ ନିଦେ୍ର୍ଦଶରେ ସିକ୍ୟୁରିଟି ଗାର୍ଡ ତାଲା ପକାଇଥିବା ସୂଚନା । ଶିକ୍ଷକଙ୍କ ଦରମା ବୃଦ୍ଧି ଦାବିକୁ ନେଇ ବିବାଦ ଲାଗି ରହିଥିଲା । ମାତ୍ର ବିନା ନୋଟିସରେ ତାଲା ପଡିବାକୁ ନେଇ ଅଭିଭାବକ କ୍ଷୁବ୍ଧ । ସ୍କୁଲରେ ଦଶମ ପର୍ଯ୍ୟନ୍ତ ୫ ଶହରୁ ଅଧିକ ପିଲା ଅଧ୍ୟୟନ କରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login