The Ultimate Managed Hosting Platform
ADVERTISEMENT

ସୋମାଲିକାଙ୍କ ଆବେଦନ ଖାରଜ

Facebook
Twitter
LinkedIn

କଟକ : ବିଧାୟକ ବିଜୟଶଙ୍କର ଓ ସୋମାଲିକା ବିବାଦ ମାମଲା । ସୋମାଲିକାଙ୍କ ଆବେଦବନକୁ ଖାରଜ କଲେ ହାଇକୋର୍ଟ । ବିବାହ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ମାମଲା ଚାଲୁଥିବାରୁ ଖାରଜ । ତଳ କୋର୍ଟରେ ମାମଲା ଚୀଲୁଥିବାରୁ ହସ୍ତକ୍ଷେପ କରିବାକୁ ମନା କଲେ । ବିଜୟ ଶଙ୍କର ଅନ୍ୟ ମହିଳାଙ୍କୁ ବିବାହ କରିବାକୁ ନେଇ ମାମଲା ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login