ଭୁବନେଶ୍ୱର : ବିଜେଡିରୁ ବିଦା ହେଲେ ସୈାମ୍ୟ ରଂଜନ ପଟ୍ଟମନାୟକ । ଖଣ୍ଡପଡା ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ ବିଦା । କିଛି ଦିନ ପୂର୍ବେ ଉପସଭାପତି ପଦରୁ ସୈାମ୍ୟଙ୍କୁ ବାହାର କରାଯାଇଥିଲା । ସୈାମ୍ୟଙ୍କ ସହ ବିଧାୟକ ପରିଡା ମଧ୍ୟ ବିଦା । ରେମୁଣା ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ହେଲେ ବହିଷ୍କାର । ୨ ବିଧାୟକଙ୍କୁ ବହିଷ୍କାର ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ ।
Views: 104











