The Ultimate Managed Hosting Platform
ADVERTISEMENT

ସେନା କର୍ମଚାରୀଙ୍କ ଘରୁ ଲୁଟ, ତାଲା ଭାଙ୍ଗି ନେଇ ଗଲେ ୧୦ ଲକ୍ଷ ଟଙ୍କାର ସୁନା

Facebook
Twitter
LinkedIn

ସୋର : ସେନା କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଠନୂଆଗାଁ ଗାଁର ସେନା କର୍ମଚାରୀ ରାଜେଶ ଶିଅଳଙ୍କ ଘରୁ ଲୁଟ ହୋଇଛି । ତାଙ୍କ ପରିବାର ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ବେଳେ ଏପରି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଜାମୁକାଶ୍ମୀରରେ ରାଜେଶ ଶିଅଳ କାର୍ୟ୍ୟରତ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘର ଭିତରେ ପଶି ଦୁର୍ବୃତ୍ତମାନେ ଗଡରେଜ ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଛନ୍ତି । ଏନେଇ ମିନତି ଶିଅଳ ଖଇରା ଥାନାରେ ଅଭିଯୋଗ କରିଛନ୍ତି କ୍ଷ ଖଇରା ଥାନା ଆଇଆଇସି ସଚ୍ଚିନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login