The Ultimate Managed Hosting Platform
ADVERTISEMENT

ସୃଷ୍ଟି ହେଲା ଲଘୁଚାପ, ୨୪ରୁ ପ୍ରବଳ ବର୍ଷା

Facebook
Twitter
LinkedIn

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ୨୪ ତାରିଖ ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ ସମ୍ଭାବନା । ଅବପାତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ପହଞ୍ଚିବା ପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । ହେଲେ ଏହାର ଲ୍ୟାଣ୍ଡଫଲ ଅଞ୍ଚଳ ସ୍ପଷ୍ଟ ହୋଇନାହିଁ । ତେବେ ଏହା ପ୍ରଭାବରେ ରାଜ୍ୟରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ ୨୩ ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁଣି ଟ୍ରମ୍ପଙ୍କୁ ପ୍ରଂଶସାରେ ପୋତିଲେ ଶେହବାଜ ସରିଫ

ପୁଣି ଟ୍ରମ୍ପଙ୍କୁ ପ୍ରଂଶସାରେ ପୋତିଲେ ଶେହବାଜ ସରିଫ

ନୂଆଦିଲ୍ଲୀ : ପୁଣି ଟ୍ରମ୍ପଙ୍କୁ ଭାରତ-ପାକ୍ ଯୁଦ୍ଧ ବନ୍ଦର ଶ୍ରେୟ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ମେ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ...

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଚୀନରେ ଭୂକମ୍ପ ଝଟକା

ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି...

Login